କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ଶୁଆକାଟିଠାରେ ଏକ ଲୁହାପଥର ବୋଝେଇ ଟ୍ରକ ରାସ୍ତା କଡ଼ରେ ଥିବା ଏକ ଦୋକାନ ଉପରକୁ ମାଡି ଯାଇଛି । ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକଙ୍କ ମଧ୍ୟରେ ଉକ୍ତ ଦୋକାନର ମାଲିକ ଦୋଳଗୋବିନ୍ଦ ସାହୁ ଥିବା ଜଣାପଡ଼ିଛି । ସେହିପରି ଟ୍ରକର ହେଲପର ମଧ୍ୟ ମୃତ୍ୟୁବରଣ କରିଥିବା ଜଣାଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0