ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାର୍କନଙ୍କୁ ଧମକ ଦେଇଛି ଆତଙ୍କବାଦୀ ସଙ୍ଗଠନ ଜୈଶ-ଇ-ମହମ୍ମଦ । ପରବର୍ତ୍ତୀ ଟାଗେର୍ଟରେ ରାଷ୍ଟ୍ରପତି ମାର୍କନ ଅଛନ୍ତି ବୋଲି ଜୈଶ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଅଲ କଲାମ ନାମକ ଏକ ୱେବସାଇଟରେ ମାର୍କନଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିଥିବା ପ୍ରକାଶ ।

Visitors Today : 5
Total Visitors : 130174
Total Views : 9891621
Visitors Online Now : 0