ପୁରୀ : ବନ୍ଦ ହେଲା ଅସ୍ତରଙ୍ଗ ପୀର ଜାହାନିଆ ବାଲିଯାତ୍ରା କୋରନା ପରିସ୍ଥିତିକୁ ନେଇ ଚଳିତ ବର୍ଷ ଅସ୍ତରଙ୍ଗ ପୀର ଜାହାନିଆ ବାଲିଯାତ୍ରା ହେବ ନାହିଁ । ଯାହାର ସୂଚନା ଦେଇଛନ୍ତି ଅସ୍ତରଙ୍କ ତହସିଲଦାର । ବାଲିଯାତ୍ରା ହେଲେ ହଜାର ହଜାର ଲୋକଙ୍କ ସମାଗମ ଦ୍ୱାରା କରୋନା ସଂକ୍ରମଣ ବଢିବା ଆଶଂକା ରହିଛି । ତେଣୁ ଏବର୍ଷ ଅସ୍ତରଙ୍ଗ ପୀର ଜାହାନିଆ ବାଲିଯାତ୍ରାକୁ ବନ୍ଦ କରିବାର ନିସ୍ପତି ନିଆଯାଇଛି । ବାଲିଯାତ୍ରା ବନ୍ଦକୁ ନେଇ ଛୁରିଆନା ସରପଂଚ ମଧ୍ୟ ମନ୍ତବ୍ୟ ରଖିଛନ୍ତି ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0