ନୂଆଦିଲ୍ଲୀ: ଚଳିତ ବର୍ଷ ନେସନ୍ସ ଲିଗରେ ଇଟାଲି ଓ ବେଲଜିୟମ ସେମଫାଇନାଲରେ ସ୍ଥାନ ପକ୍କା ରଖିଛନ୍ତି । ବୁଧବାର ଖେଳାଯାଇଥିବା ମ୍ୟାଚରେ ବୋସନିଆକୁ ୨-୦ରେ ହରାଇଥିଲା ଇଟାଲି । ଏହାର ବିଜୟ ପରେ ଇଟାଲି ଦଳ ପଏଣ୍ଟ ଟେବୁଲରେ ଶୀର୍ଷରେ ରହିବା ସହ ସେମିଫାଇନାଲରେ ପ୍ରବେଶ କରିଥିଲା । ଅନ୍ୟପଟେ ବେଲଜିୟମ ୪-୨ ଗଲାଦଇ ଡେନମାର୍କ ପାଖରୁ ମ୍ୟାଚକୁ ନିଜ ନାମରେ କରିପାରିଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0