ନୂଆଦିଲ୍ଲୀ: ଜାମ୍ମୁକାଶ୍ମୀରର ନଗରୋଟା ଠାରେ ଜୈଶ ମହମ୍ମଦ ଆତଙ୍କବାଦୀଙ୍କ ସହ ହୋଇଥିବା ଲଢେଇ ପରେ ଭାରତ ସରକାର ଏବେ ପୁରାପୁରି ସତର୍କ ହୋଇଯାଇଛି । ତେବେ ଆତଙ୍କବାଦୀମାନେ ୨୬/୧୧ ଭଳି ଆକ୍ରମଣ କରିବା ପାଇଁ ଚାହୁଁଥିଲେ । ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଓ ରାଷ୍ଟୀ୍ରୟ ଉପଦେଶକାରୀ ଅଜିତ ଡୋଭାଲ , ବିଦେଶ ସଚୀବଙ୍କ ଅଧିକାରୀଙ୍କ ସହ ଏହି ସମୀକ୍ଷ ବୈଠକ ହୋଇଥିଲା । ବିହିତ ସୁତ୍ରରୁ ଜଣା ପଡିଛି ଯେ, ଆତଙ୍କବାଦୀମାନେ ୨୬-୧୧ ମୁମ୍ବାଇ ଆକ୍ରମଣର ଦିନ ପୁଣିଥରେ ଆଉ ଗୋଟେ ଦେଶରେ ବଡ ଆକ୍ରମଣ କରିବାର ଯୋଜାନା କରିଥିଲେ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0