ନୂଆଦିଲ୍ଲୀ: ଆତଙ୍କବାଦୀ ସଙ୍ଗଠନ ଅଲକାଏଦା ମୁଖ୍ୟ ଅଲ ଜୱାହିରି ମୃତ୍ୟୁବରଣ କରିଛି । ଜୱାହିରିର ଆଫଗାନିସ୍ତାନରେ ମୃତ୍ୟୁ ହୋଇଥିବାର ଜଣାପଡିଛି । ତେବେ ଚଳିତ ବର୍ଷ ୨୬/୧୧ ଆକ୍ରମଣର ଏକ ବର୍ଷ ପୂର୍ତ୍ତୀ ଅବସରରେ ତାକୁ ଏକ ଭିଡିଓରେ ଦେଖିବା ପାଇଁ ମିଳିଥିଲା । ସୂଚନା ଅନୁସାରେ, ଅଲ କାଏଦା ଏକ ବଡ ଆତଙ୍କ ସଙ୍ଗଠନ ହୋଇଥିବା ବେଳେ ଏହାର ମୁଖ୍ୟ ଓସାମା ବିନ ଲାଡେନ ମଧ୍ୟ ଥିଲା । ୨୦୧୧ରେ ଲାଡେନର ମୃତ୍ୟୁ ପରେ ଏହାର ମୁଖ୍ୟ ଭାବେ ଦାୟୀତ୍ୱ ନେଇଥିଲା ଅଲ ଜୱାହିରି । ଅନ୍ୟପଟେ ଜୱାହିରି ମୃତକୁ ନେଇ ଅଲ କାଏଦା ପକ୍ଷରୁ କୌଣସି ସୂଚନା ମିଳିନାହିଁ ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0