ନୂଆଦିଲ୍ଲୀ: ଦୀର୍ଘ ସାତ ବର୍ଷ ପରେ କ୍ରିକେଟ ଜଗତକୁ ଫେରୁଛନ୍ତି ଦ୍ରୁତ ବୋଲର ଏସ. ଶ୍ରୀଶାନ୍ତ । କେରଳର ଏହି ଦ୍ରୁତ ବୋଲର ୨୦୧୩ ଆଇପିଏଲ୍ରେ ମ୍ୟାଚ୍ ଫିକ୍ସିଂରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଶ୍ରୀଶାନ୍ତଙ୍କ ସମେତ ଅଜିତ ଚାନ୍ଦିଲା ଓ ଅଙ୍କିତ ଚୌହ୍ବାନଙ୍କ ମଧ୍ୟ ଦୋଷୀ ବୋଲି ଜଣାପଡ଼ିଥିଲା। ଏନେଇ ବିସିସିଆଇ ତିନି ଖେଳାଳିଙ୍କ ଉପରେ ଆଜୀବନ ପ୍ରତିବନ୍ଧ ଲଗାଇବା ସହ ସେମାନଙ୍କୁ ଜେଲ୍ ମଧ୍ୟ ହୋଇଥିଲା। କିନ୍ତୁ ବର୍ତ୍ତମାନ ଶ୍ରୀଶାନ୍ତଙ୍କୁ କ୍ଲିନଚିଟ ମିଳିସାରିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0