spot_img

ଲଭ ଜିହାଦ ଆଇନକୁ ନେଇ ମୁହଁ ଖୋଲିଲେ ଓୱେସୀ

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଭାରତବର୍ଷରେ ଲଭ ଜିହାଦ ଆଇନର ଚର୍ଚ୍ଚା ଜୋର ଧରିଛି । ଏପରିସ୍ଥଳେ ଏହି ଆଇନକୁ ନେଇ ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି ଓୱେସୀ । ଓଓ୍ଵେସୀ କହିଛନ୍ତି, ଏହି ଧରଣର ଆଇନ ସମ୍ବିଧାନର ଧାରା ୧୪ ଓ ୨୧ ବିରୋଧୀ ଅଟେ। ଆଇନ ତିଆରି କରିବା ପୂର୍ବରୁ ପ୍ରଥମେ ସମ୍ବିଧାନ ପଢିବା ଉଚିତ୍ ବୋଲି ଅଓ୍ଵେସୀ ଉପଦେଶ ଦେଇଛନ୍ତି। ଘୃଣାର ଏମିତି ପ୍ରଚାର କାମ ଦେବ ନାହିଁ । ବିଜେପି ଯୁବ ବର୍ଗଙ୍କ ଧ୍ୟାନ ବେରୋଜଗାରରୁ ହଟାଇବା ପାଇଁ ଏହି ଧରଣର ନୀତି ଆପଣାଇଛି ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular