spot_img

ଖୋଲୁଛି ପାକିସ୍ତାନ ଆତଙ୍କୀଙ୍କ ଗୁମର

ଶ୍ରୀନଗର: ଜାମ୍ମୁ କାଶ୍ମୀରର ନଗରକୋଟ ଏନକାଉଣ୍ଟରରେ ନିହତ ହୋଇଥିବା ୪ ଆତଙ୍କବାଦୀ କମାଣ୍ଡୋ ଟେନିଂ ନେଇଥିଲେ । ୨୦୧୬ରେ ପଠାନକୋଟ ଆକ୍ରମଣର ମାଷ୍ଟରମାଇଣ୍ଡ କାସିମ ଜାନ ସେମାନଙ୍କୁ ଟେନିଂ ଦେଇଥିଲା । ଆଫଗାନିସ୍ତାନରୁ ଆମେରିକା ସେନା ଫେରିଯିବା ପରେ ସୀମାରେ ତାଲିବାନୀଙ୍କ ଦବଦବା ବଢିବାରେ ଲାଗିଛି । ଏହି ୪ ଆତଙ୍କବାଦୀଙ୍କ ସହ ଅନ୍ୟ ୧୪ ଜଣ ସୀମାରେ ଅନୁପ୍ରବେଶ କରିବା ପାଇଁ ଉଦ୍ୟମ କରିଥିଲେ । ସେମାନେ ସେଠାରେ କ୍ୟାମ୍ପ ପକାଇ କିଛି ଦିନ ହେଲା ରହୁଥିଲେ ବୋଲି ତଦନ୍ତକାରୀ ସଂସ୍ଥା ଜାଣିବାକୁ ପାଇଛି

LEAVE A REPLY

Please enter your comment!
Please enter your name here

- Advertisment -

Most Popular