ମୁମ୍ବାଇ: ଟେଲିଭିଜନ ଅଭିନେତ୍ରୀ ଲିନା ଆଚାର୍ଯ୍ୟ ଦିଲ୍ଲୀରେ ତାଙ୍କ ଶେଷ ନିଶ୍ୱାସ ତ୍ୟରଗ କରିଛନ୍ତି । ତେବେ ଲିନା କିଛି ଦିନ ହେବ କିଡନୀ ଜନିତ ସମସ୍ୟା ଦେଇ ଗତି କରୁଥିଲେ । ଆଜି ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତୁ୍ୟ ଘଟିଛି । ମୃତୁ୍ୟ ବେଳକୁ ତାଙ୍କୁ ୩୦ ବର୍ଷ ବୟସ ହୋଇଥିଲା । ସେ କ୍ଲାସ ଅଫ ୨୦୨୦ ଏବଂ ସେଠ ଜି ଭଳି ଧାରାବାହିକରେ ଅଭିନୟ କରି ଲୋକପ୍ରିୟ ହୋଇଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0