ଜଗତପୁର : ବେଆଇନ ଚୋରା ଗୁଟ୍ଖା ଓ ନକଲି ଜର୍ଦ୍ଦା କମ୍ପାନୀ ଉପରେ ଚଢ଼ାଉ। ଜଗତପୁର ଥାନା ଅନ୍ତର୍ଗତ ନୂତନ ଶିଳ୍ପାଞ୍ଚଳ ଅଞ୍ଚଳରେ ଜଗତପୁର ପୋଲିସ ଚଢାଉ କରିଛି। ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗୁଟ୍ଖା, ଜର୍ଦ୍ଦା ଓ ପାନ ମସଲା ସହିତ ବିଭିନ୍ନ ସାମଗ୍ରୀ ଜବତ ହୋଇଛି। ଏହି ଘଟଣାରେ ପୋଲିସ୍ ଛାନ୍ଭିନ୍ ଆରମ୍ଭ କରିଛି।



Visitors Today : 2
Total Visitors : 130168
Total Views : 9891613
Visitors Online Now : 1