spot_img

ବେଆଇନ୍ ଚୋରା ଗୁଟଖା ଓ ଜର୍ଦ୍ଦା କମ୍ପାନୀ ଉପରେ ଚଢ଼ାଉ

ଜଗତପୁର : ବେଆଇନ ଚୋରା ଗୁଟ୍‌ଖା ଓ ନକଲି ଜର୍ଦ୍ଦା କମ୍ପାନୀ ଉପରେ ଚଢ଼ାଉ। ଜଗତପୁର ଥାନା ଅନ୍ତର୍ଗତ ନୂତନ ଶିଳ୍ପାଞ୍ଚଳ ଅଞ୍ଚଳରେ ଜଗତପୁର ପୋଲିସ ଚଢାଉ କରିଛି। ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗୁଟ୍‌ଖା, ଜର୍ଦ୍ଦା ଓ ପାନ ମସଲା ସହିତ ବିଭିନ୍ନ ସାମଗ୍ରୀ ଜବତ ହୋଇଛି। ଏହି ଘଟଣାରେ ପୋଲିସ୍ ଛାନ୍‌ଭିନ୍ ଆରମ୍ଭ କରିଛି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular