ନୂଆଦିଲ୍ଲୀ: ଭାରତରେ ପୁଣି ବ୍ୟାନ ହେଲା ୪୩ ମୋବାଇଲ ଆପ । ଦେଶର ସୁରକ୍ଷା ଦୃଷ୍ଟିରୁ ଭାରତ ସରକାର ଏହି ଆପକୁ ବ୍ୟାନ କରିଥିବାର ସୂଚନା ମିଳିଛି । ତେବେ ଏହା ସୂଚନା ଓ ପ୍ରଯୁକ୍ତି ଆଇନ ୬୯ ଏ ଅନ୍ତର୍ଗତ । ତେବେ ବ୍ୟାନ ହୋଇଥିବା ୪୩ଟି ଆପ ମଧ୍ୟରେ ରହିଛି ଅଲ୍ଲିବାବା, ୱକବେ, ସ୍ନାକ ଭିଡିଓ, ଡେଟିଂ ଆପ ‘ୱି ଡେଟ’ ଆପ । ତେବେ ଦେଶର ଏକତା, ସୁରକ୍ଷା, ଅଖଣ୍ଡତା ଉପରେ ବିପଦ ଥିବାରୁ ଏସବୁ ଆପକୁ ବ୍ୟାନ କରାଯାଇଥିବାର ସୂଚନା ମିଳିଛି ।
Govt of India blocks 43 mobile apps from accessing by users in India, under section 69A of the Information Technology Act. Action taken based on inputs regarding these apps for engaging in activities prejudicial to India's sovereignty, integrity, defence, security & public order. pic.twitter.com/ACVffY3SKF
— ANI (@ANI) November 24, 2020



Visitors Today : 6
Total Visitors : 130175
Total Views : 9891622
Visitors Online Now : 0