ଇଣ୍ଡୋନେସିଆ: ପୂର୍ବ ଇଣ୍ଡୋନେସିଆରେ ଭୟଙ୍କର ଜ୍ୱାଳାମୁଖୀ ବିସ୍ପୋରଣ ଘଟିଛି । ତେବେ ଜ୍ୱାଳାମୁଖୀ ଫାଟିବା ପରେ ୨୦ ଗାଁରୁ ପାଖାପାଖି ୨୮୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି । ବିସ୍ପୋରଣ ପରେ ଆକାଶରେ ପାଉଁଶ ପାଖାପାଖି ୪ ହଜାର ମିଟର ଉପରକୁ ଉଠିଥିଲା । ଏପରି ହେବା ଦ୍ୱାରା ବିମାନ ସେବା ବାଧାପ୍ରାପ୍ତ ହୋଇଛି । ଅନ୍ୟପଟେ ଏବେ ସୁଦ୍ଧା ମୃତାହତ କିମ୍ବା ଆହତ ମାମଲା ସାମ୍ନାକୁ ଆସିନାହିଁ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0