spot_img

ମହାମାରୀରେ ମାଲାମାଲ ହେଲେ ଆମେରିକୀୟ କୋଟିପତି

ନୂଆଦିଲ୍ଳୀ: କରୋନା ମହାମାରୀ ପାଇଁ ସାରା ବିଶ୍ୱର ଅର୍ଥନୀତି ଉପରେ ପ୍ରଭାବ ପଡିଛି । କିନ୍ତୁ ଏହି ସମୟରେ ମାଲାମାଲ ହୋଇଛନ୍ତି ଆମେରିକୀୟ କୋଟିପତି । ନଷ୍ଟିଚ୍ୟୁଟ୍ ଫର ପଲିସି ଷ୍ଟଡିଜ୍ ଠାରେ ଚକ୍ କଲିନ୍ସଙ୍କ ଦ୍ବାରା ହୋଇଥିବା ଏକ ବିଶ୍ଳେଷଣରୁ ଜଣାପଡିଛି ଯେ ଆମେରିକୀୟ ବିଲିୟନେୟାରମାନେ ସେମାନଙ୍କର ସମ୍ପତ୍ତି ଚଳିତ ବର୍ଷ ମାର୍ଚ୍ଚରୁ ଏକ ଟ୍ରିଲିୟନ ଡଲାର ବୃଦ୍ଧି ପାଇଛି । ଅର୍ଥାତ ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ପ୍ରାୟ ୭୩ ଲକ୍ଷ ୯୦ ହଜାର କୋଟି ଟଙ୍କା । ସେମାନଙ୍କର ମୋଟ ସମ୍ପତ୍ତିର ପାଖାପାଖି ୩୪ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular