ମୁମ୍ବାଇ: ବଲିଉଡ୍ ଫିଲ୍ମ ‘ଶେମଲେସ୍’କୁ ଓସ୍କାର ପାଇଁ ଚୟନ କରାଯାଇଛି । ଆସନ୍ତା ବର୍ଷ ୯୩ ତମ ଓସ୍କାର ଆୱାର୍ଡ ସମାରୋହ ଆୟୋଜିତ ହେବ । ଏଥିପାଇଁ ଲାଇଭ ଆକ୍ସନ ସର୍ଟ ଫିଲ୍ମ ବର୍ଗରେ ଭାରତ ପକ୍ଷରୁ ଶେମଲେସ୍କୁ ମନୋନୀତ କରାଯାଇଥିବା ଜଣାପଡିଛି । ଏହି ଫିଲ୍ମର ସମୟସୀମା ୧୫ ମିନିଟ ରହିଛି । ଏହା ଏକ ବ୍ଲାକ କମେଡି ଥ୍ରିଲର ଫିଲ୍ମ ଅଟେ । ଫିଲ୍ମଟିର କାହାଣୀ ଓ ନିଦେ୍ର୍ଦଶନା କୀଥ ଗୋମ୍ସ ତୁଲାଉଥିବା ବେଳେ ଅଭିନେତ୍ରୀ ସୟାନି ଗୁପ୍ତା, ହୁସୈନ ଦଲାଲ ଓ ରିଷଭ କପୁର ଅଭିନୟ କରିଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0