spot_img

ବାଇଡେନଙ୍କ ଅଲ-ଓମେନ ପ୍ରେସ ମିଟ

ନୂଆଦିଲ୍ଲୀ: ଆମେରିକା ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ଦଳରେ ଅଧିକ ବିବିଧତା ଆଣିବା ପାଇଁ ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି । ତେବେ ରାଷ୍ଟ୍ରପତି ପ୍ରଥମଥର ପାଇଁ ଏକ ସର୍ବ-ମହିଳା ପ୍ରେସ ଟିମ ଚୟନ କରିଛନ୍ତି । ନିକଟରେ ଅନୁଷ୍ଠିତ ଆମେରିକା ନିର୍ବାଚନରେ ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ବାଇଡେନଙ୍କ ଐତିହାସିକ ବିଜୟ ପରେ ଏକ ଅଂଶ ଭାବେ ଏହି ନିଷ୍ପତ୍ତି ନିଆଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular