ବାରଣାସୀ: ବାରଣାସୀ ଦେବ ଦୀପାବଳି ଉତ୍ସବରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ପ୍ରଥମ ଦୀପ ଲଗାଇ ଦେବ ଦୀପାବଳି ଆରମ୍ଭ କରିବେ। ଗଙ୍ଗା ଘାଟରେ ପାଖାପାଖି ୧୫ ଲକ୍ଷ ଦୀପ ଲଗାଇବାକୁ ଯୋଜନା ହୋଇଛି। ମୋଦି ଦଶାଶ୍ବମେଧ ଘାଟରେ ଗଙ୍ଗା ଆଳତି କରିବେ। ଏହାପରେ ଚେତସିଂହ ଦୁର୍ଗରେ ଲେଜର ଶୋ’ ଦେଖି ଅସ୍ସି ଘାଟ ଦେଇ ରବିଦାସ ଘାଟ ଯିବେ। ସେଠାରୁ ସଡକ ମାର୍ଗ ଦେଇ ମୋଦି ସାରନାଥ ଯିବେ।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0