spot_img

ଅଜଣା ବୃଦ୍ଧ ବ୍ୟକ୍ତିଙ୍କ ଶବ ଉଦ୍ଧାର

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା , ବାଲୁଗାଁ ଥାନା ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥ ପାଖ ବିଲ ଭିତରୁ ବାଲୁଗାଁ ପୋଲିସ ଆଜି ,ଏକ ଅଜଣା ବୃଦ୍ଧ ବ୍ୟକ୍ତି ଙ୍କ ଶବ କୁ ଜବତ କରିଛି ।ଉକ୍ତ ମୃତ ସରିର ଟି ଏକ ଗଛ ରେ ଝୁଲି ରହି ଥିବାର ଖବର ଜାଣିବା ପରେ ବାଲୁଗାଁ ପୋଲିସ ,ଉକ୍ତ ସ୍ଥାନକୁ ଯାଇ ଶବକୁ ଜବତ କରିଛି ।ମୃତ ଶରୀରଟିର ପରିଚୟ ମିଳି ପାରିନାହିଁ ।ତେବେ ଶବ ଟି ସମ୍ପୂର୍ଣ ରୂପରେ ପଚି ଯାଇଥିବାରୁ,ଚିହ୍ନିବା ପାଇଁ କଷ୍ଟ ହେଉଛି ।ଶବର ଏପରି ଅବସ୍ଥା ଦେଖି ଅନୁମାନ କରି ହେଉଛି କି ଏ ଘଟଣା ୩, ୪,ଦିନ ପୂର୍ବ ରୁ ଘଟିଛି ।ତେବେ ଏହା ହତ୍ୟା କି ଆତ୍ମହତ୍ୟା ଏଯାଏଁ ଜଣା ପଡିନି ।ପୋଲିସ ଏ ବାବଦରେ ଅଧିକ ଛାନ ବିନ କରୁଛି ।

 

 

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular