ନୂଆଦିଲ୍ଲୀ: ଆଜି ପୁଣି ବଢିଲା ପେଟ୍ରୋଲ ଏବଂ ଡିଜେଲ ଦର । ତେବେ ପେଟ୍ରୋଲର ମୂଲ୍ୟ ୧୭ପଇସା ଯାଏଁ ଏବଂ ଡିଜେଲର ମୂଲ୍ୟ ୨୦ପଇସା ଯାଏଁ ବଢ଼ିଛି। ଆଜି ପେଟ୍ରୋଲ୍ ପ୍ରତି ଲିଟର ୮୨.୪୯ଟଙ୍କା ଏବଂ ଡିଜେଲ୍ ପ୍ରତି ଲିଟର ୭୨.୬୫ ଟଙ୍କା ରହିଛି। ଇଣ୍ଡିଆନ୍ ଅୟେଲ୍ ଅନୁସାରେ ଡିସେମ୍ବର ୩ତାରିଖରେ ଦିଲ୍ଲୀ,କୋଲକାତା,ମୁମ୍ବାଇ ଏବଂ ଚେନ୍ନାଇରେ ଏକ ଲିଟର ପେଟ୍ରୋଲ୍ ଏବଂ ଡିଜେଲର ମୂଲ୍ୟ ଏଭଳି ରହିଛି।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0