ବଲାଙ୍ଗୀର : ବଲାଙ୍ଗୀର ତୁଷରା ଜଙ୍ଗେଲ ଛକଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକ୍ କୁ ଧକ୍କା ଦେଲା ବୋଲେରୋ । ଫଳରେ ବାପା-ପୁଅଙ୍କ ଜୀବନ ଯାଇଛି । ମା’ ଓ ବର୍ଷକର ଶିଶୁ ଗୁରୁତର ହୋଇଛନ୍ତି । ଗୋଟିଏ ପରିବାର ବାଇକ୍ ରେ ଯାଉଥିବା ବେଳେ ବୋଲେରୋ ଗାଡି ସେମାନଙ୍କୁ ଧକ୍କା ଦେଇଥିଲା । ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚୁ ଛାନଭିନ୍ ଚଳାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0