ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୧ ରେ ଦୁଇଟି ନୂତନ ଦଳ ଯୋଡିବାକୁ ବିସିସିଆଇ ବିଚାର କରୁଛି । ରିପୋର୍ଟ ଅନୁଯାୟୀ, ବିସିସିଆଇର ଏଜିଏମ୍ରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରେ। ଏହି ପ୍ରସଙ୍ଗରେ ଡିସେମ୍ବର ୨୪ ରେ ମୁମ୍ବାଇରେ ବିସିସିଆଇ ଏଜିଏମ୍ ଅନୁଷ୍ଠିତ ହେବ। ଆଇପିଏଲରେ ଦୁଇଟି ନୂତନ ଦଳ ଏବଂ ଅଲିମ୍ପିକ୍ ଗେମ୍ସରେ କ୍ରିକେଟ୍ ପ୍ରବେଶକୁ ନେଇ ଏହି ବାର୍ଷିକ ବୈଠକରେ ନିଷ୍ପତ୍ତି ନିଆଯିବ । ସଚିବ ଜୟ ଶାହା କହିଛନ୍ତି, ମଧ୍ୟାହ୍ନ ୧୨ ଟାରେ ଏହି ବୈଠକ ଅନୁଷ୍ଠିତ ହେବ।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0