ସିଡନୀ: ଦ୍ୱିତୀୟ ଟ୍ୱେଣ୍ଟି-୨୦ ମ୍ୟାଚରେ ଟସ ଜିତି ବୋଲିଂ କରିବାର ନିଷ୍ପତି ନେଲା ଭାରତ । ତେବେ ଆଜି ସିରିଜକୁ ହାତେଇବା ଲକ୍ଷରେ ରହିଛି ଭାରତୀୟ ଦଳ । ସେପଟେ ଘରୋଇ ଦଳ ମଧ୍ୟ ମ୍ୟାଚ ଜିତି ସିରିଜରେ ସ୍ଥାନ ପକ୍କା କରିବାକୁ ଚେଷ୍ଟା କରିବ । ଅନ୍ୟପଟେ ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଟି-୨୦ ସିରିଜରୁ ବାଦ ପଡିଛନ୍ତି । ଯାହାଫଳରେ ଭାରତୀୟ ଦଳକୁ ଏକ ଶକ୍ତ ଝଟକା ମିଳିଛି ।



Visitors Today : 6
Total Visitors : 130181
Total Views : 9891632
Visitors Online Now : 0