ମୁମ୍ବାଇ: କରୋନା ଯୁଦ୍ଧରେ ହାରିଗଲେ ଟେଲି ଅଭିନେତ୍ରୀ ଦିବ୍ୟା ଭଟନାଗର । ଦିବ୍ୟା କରୋନା ଭାଇରସରେ ସଂକ୍ରମିତ ହୋଇଥିଲେ । ଏହାପରେ ତାଙ୍କୁ ଗୋରେଗାଓଁ ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କର ଅକ୍ସିଜେନ ଲେଭଲ କମ ରହୁଥିବାରୁ ତାଙ୍କୁ ଭେଣ୍ଟିଲେଟରେ ରଖାଯାଇଥିଲା ।

କିଛି ଦିନ ଜୀବନମୃତୁ୍ୟ ସହ ସଂଗ୍ରାମ କରି ଶେଷରେ ସେ ଆଖି ବୁଜିଛନ୍ତି । ‘ୟୈ ରିସ୍ତା କ୍ୟା କେହଲାତା ହୈ’ ଭଳି ଅନେକ ସିରିଏଲରେ ଅଭିନୟ କରିଛନ୍ତି ଦିବ୍ୟା ।



Visitors Today : 6
Total Visitors : 130181
Total Views : 9891632
Visitors Online Now : 0