spot_img

ବିଗବସରୁ ବାହାରିଲେ ୨ ପ୍ରତିଯୋଗୀ

ମୁମ୍ବାଇ: ବିଗବସରୁ ବାହାରିଲେ ୨ ପ୍ରତିଯୋଗୀ । ଶୋ ରେ ସମୁଦାୟ ୪ ଜଣ ସଦସ୍ୟ ରହିଥିବା ବେଳେ । ଏହି ସପ୍ତାହରେ ନିକ୍କି ତାମ୍ବୋଲି ଓ ରାହୁଲ ବୈଦଙ୍କୁ ଘରୁ ବାହାର କରାଯାଇଛି । ତେବେ ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ରାହୁଲଙ୍କୁ ଭୋଟ ଆଧାରରେ ନୁହଁ ବରଂ ସେ ନିଜ ଇଛାରେ ବାହାରୁଛନ୍ତି ।

ରାହୁଲଙ୍କ ଏପରି ବେଘର ହେବା କଥା ନେଇ ଅନେକ ପ୍ରତିଯୋଗୀ ନିଜର ମନ୍ତବ୍ୟ ଦେଇଛନ୍ତି । ନିକଟରେ ଅଭିନେତ୍ରୀ ତଥା ବିଗବସର ପୂର୍ବତନ ପ୍ରତିଯୋଗୀ କାମିଆ ପଞ୍ଜାବୀ ଏକାକୁ ଅସ୍ୱୀକାର କରିଛନ୍ତି । ଶୋ ଶେଷ ପର୍ଯ୍ୟୟ ଦେଇ ଗତି କରୁଥିବା ବେଳେ ଆଗକୁ ଶୋରେ ଅନେକ ଟ୍ୱିଷ୍ଟି ଆସିବାକୁ ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular