ଅସ୍ତରଙ୍ଗ: ଅସ୍ତରଙ୍ଗ ଓ କାକଟପୁରରେ ବନ୍ଦର ପ୍ରଭାବ । କଂଗ୍ରେସ କର୍ମୀ ଦ୍ୱାରା ଅସ୍ତରଙ୍ଗର ବିଭିନ୍ନ ଛକ ନିକଟରେ ଟାୟାର ଜାଳି ବନ୍ଦ ପାଳନ କରାଯାଇଛି । ସକାଳ ୧୦ଟାରେ ଅସ୍ତରଙ୍ଗର ବିଭିନ୍ନ ଦୋକାନ ବଜାର ବନ୍ଦ କରିବାକୁ ନିଦେ୍ର୍ଧଶ ଦିଆଯାଇଥିଲା । ପ୍ରଶାସନ ତରଫରୁ ବିଭିନ୍ନ ସ୍ଥାନରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ପୋଲିସ୍ ମୂତୟନ କରାଯାଇଥିଲା ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0