spot_img

ନିଶାସକ୍ତ ଫାର୍ମାସିଷ୍ଟଙ୍କ ଉନ୍ମତ୍ତକାଣ୍ଡ

ଜଳେଶ୍ୱର : ନିଶାସକ୍ତ ଫାର୍ମାସିଷ୍ଟଙ୍କ ଉନ୍ମତ୍ତକାଣ୍ଡ । ଆକ୍ରମଣରେ ୨ ଆହତ । ଖଣ୍ଡା ଓ କଟୁରୀ ଧରି ଲୋକଙ୍କୁ ଆକ୍ରମଣ କରୁଥିବା ଅଭିଯୋଗ। ଆକ୍ରମଣରେ ୪ଜଣ ଗ୍ରାମବାସୀ ଆହତ ହୋଇଛନ୍ତି। ବାଲେଶ୍ଵର ସିଂଲା ଥାନା ଅନ୍ତର୍ଗତ ଇଡିଦା ଗାଁରେ ଥିବା ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ଶୁବାଶିଷ ଟୁଡୁ ଗତକାଲି ସଂଧ୍ୟାରେ ଏପରି ଆତଙ୍କ ଖେଳାଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିଶାସକ୍ତ ଫାର୍ମାସିଷ୍ଟଙ୍କୁ କାବୁ କରି ଥାନାକୁ ନେଇଥିଲା। ପୂର୍ବରୁ ମଧ୍ୟ ଫାର୍ମାସିଷ୍ଟ ଜଣକ ଏପରି କାଣ୍ତ ଘଟାଇଥିବା ଗାଁଲୋକେ ଅଭିଯୋଗ କରିଛନ୍ତି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular