spot_img

ଜାମଶେଦପୁର-ଇଷ୍ଟବେଙ୍ଗଲ ମ୍ୟାଚ ଡ୍ର

ଗୋଆ: ଜାମଶେଦପୁର ବନାମ ଇଷ୍ଟବେଙ୍ଗଲ ମ୍ୟାଚ ଡ୍ର ରହିଛି । ଉଭୟ ଦଳ ସୀମିତ ସମୟ ମଧ୍ୟରେ କୌଣସି ଗୋଲ ଦେବାରେ ସମର୍ଥ ହୋଇନଥିଲେ । ଫଳରେ ଉଭୟ ଦଳ ସମାନ ପଏଣ୍ଟ ହାସଲ କରିଛନ୍ତି । ତେବେ ପ୍ରଥମଥର ପାଇଁ ଇଷ୍ଟବେଙ୍ଗଲ ଚଳିତ ବର୍ଷ ଇଣ୍ଡିଆନ ସୁପରଲିଗରେ ପଏଣ୍ଟ ତାଲିକାରେ ଖାତା ଖୋଲିବାରେ ସକ୍ଷମ ହୋଇପାରିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular