spot_img

ବିବାହ ମୁଦିକୁ ନେଇ ଚର୍ଚ୍ଚାରେ ଏବେ ବିରାଟ କୋହଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ତାଙ୍କ ବିବାହ ମୁଦିକୁ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ଅଧିନାୟକ ବିରାଟ କୋହଲି ନିଜ ବିବାହ ମୁଦିକୁ ହାତରେ ନ ପିନ୍ଧି ବେକରେ ପିନ୍ଧନ୍ତି । ତେବେ ଅଭ୍ୟାସ ସମୟରେ ବିରାଟ ତାଙ୍କ ଟି-ସାର୍ଟ ବଦଳାଉଥିବା ବେଳେ ଏପରି ଦେଖିବା ପାଇଁ ମିଳିଥିଲା । ତାଙ୍କର ଏପରି କରିବାକୁ ନେଇ ସମଗ୍ର ବିଶ୍ୱରେ ତାଙ୍କର ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ଅନ୍ୟପଟେ ବିରାଟ ଓ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିବାହକୁ ଆଜି ୩ ବର୍ଷ ପୂରିଛି । ଏହି ଅବସରରେ ବିରାଟଙ୍କୁ ସମଗ୍ର ବିଶ୍ୱରୁ ଶୁଭେଚ୍ଛା ବାର୍ତ୍ତା ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular