ୱାଶିଂଟନ: ମିଶନ ମଙ୍ଗଳ ଯାଇଥିବା space-X ଷ୍ଟାରସିପ ରକେଟ ବିସ୍ପୋରଣ ହୋଇଛି । ତେବେ ଟେକ୍ସାସ ସ୍ଥିତ ଲଞ୍ଚପ୍ୟାଡରୁ space-X ଷ୍ଟାରସିପ୍ ରକେଟକୁ ପରୀକ୍ଷଣ କରାଯାଉଥିବା ବେଳେ ସେଥିରେ ଭୟଙ୍କର ବିସ୍ଫୋରଣ ହୋଇଥିବାର ସୂଚନା ମିଳିଛି । କିନ୍ତୁ ବିସ୍ଫୋରଣ ସତ୍ତ୍ଵେ ଏହି ରକେଟ୍ space-Xକୁ ମଙ୍ଗଳ ଗ୍ରହ ପର୍ୟ୍ୟନ୍ତ ପହଞ୍ଚାଇବ ବୋଲି କମ୍ପନୀ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ରକେଟରେ ବିସ୍ଫୋରଣ ସତ୍ତ୍ଵେ କମ୍ପାନୀ ଏହି ମିଶନ ସଫଳ ହୋଇଥିବା କହିଛି ଏବଂ ଷ୍ଟାରସିପ ଟିମକୁ ସଫଳତା ପାଇଁ ଧନ୍ୟବାଦ ଦେଇଛି ।
Starship landing flip maneuver pic.twitter.com/QuD9HwZ9CX
— SpaceX (@SpaceX) December 10, 2020



Visitors Today : 1
Total Visitors : 130176
Total Views : 9891623
Visitors Online Now : 0