କୁଚିଣ୍ଡା: କୁଚିଣ୍ଡା ଥାନା ଘୋଷା ଗ୍ରାମରୁ ବୁଦା ମୂଳରୁ ନବଜାତ ଶିଶୁ କନ୍ୟା ଉଦ୍ଧାର କରାଯାଇଛି। ଉକ୍ତ ଗ୍ରାମର ସୁରେନ୍ଦ୍ର ସେଠୀ ନାମକ ଜଣେ ବ୍ୟକ୍ତି, ରାତି ପ୍ରାୟ ୩ଟା ବେଳେ ଶିଶୁଟିକୁ ଉଦ୍ଧାର କରିଥିଲେ । ସିରେନ୍ଦ୍ର ଶୌଚ ହେବା ପାଇଁ ବାହାକୁ ଯାଇଥିବାବେଳେ, ଏକ ବୁଦା ଭିତରେ ନବଜାତ ଶିଶୁ କନ୍ୟାକୁ ଦେଖିବାକୁ ପାଇଥିଲେ । ଏହାପରେ ସେ ତୁରନ୍ତ ଶିଶୁଟିକୁ ସେଠାରୁ ଉଦ୍ଧାର କରି କୁଚିଣ୍ଡା ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତର ଶିଶୁ କନ୍ୟାର ଚିକିତ୍ସା କରି ଶିଶୁ ୱାର୍ଡରେ ରଖାଯାଇଥିବା ସୂଚନା ମିଳିଛି।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0