spot_img

ଧରାପଡିଲେ ନାବାଳକ ସ୍କୁଟି ଚାଳକ, ଲାଗିଲା ୨୬ ହଜାର ଟଙ୍କା ଜୋରିମାନା…

ସାଲେପୁର : ସାଲେପୁର ଭାତପଡ଼ା ଛକ ନିକଟରେ ଧରାପଡ଼ିଲା ନାବାଳକ ସ୍କୁଟି ଚାଳକ । କଟକ ପରିବହନ ବିଭାଗ ଓ ସାଲେପୁର ପୋଲିସ୍ ପକ୍ଷରୁ ଦୁଇ ଚକିଆ ଗାଡ଼ି ଚେକିଂ ଚାଲିଥିଲା । ଏହି ସମୟରେ ଜଣେ ନାବାଳକ ସ୍କୁଟି ଚାଳକ ଧରାପଡ଼ିଥିଲା । ତେବେ ନାବାଳକ ଜଣକ ବିଭିନ୍ନ ନିୟମ ଉଲ୍ଲଘଂନ କରିଥିବାରୁୁ ୨୬ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular