ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ଜେପି ନଡ୍ଡାଙ୍କ କନଭେନ ଉପରେ ଆକ୍ରମଣ ଘଟଣା । ମନ୍ତବ୍ୟ ରଖିଲେ ବିଜେପିର ରୁପା ଗାଙ୍ଗୁଲି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ ତୀବ୍ର ସମାଲୋଚନା କରିବା ସହ ତୃଣମୁଳ କଂଗ୍ରେସ ରାଜ୍ୟରେ ସଂଗଠିତ ଅପରାଧ କରିଥିବା ଅଭିଯୋଗ କରିଛନ୍ତି । ସାତ ଜଣ ନାଡ୍ଡାଙ୍କ କନଭେନ ଉପରେ ଆକ୍ରମଣ କରିବା ଠିକ୍ କି? ବୋଲି ସେ ପ୍ରଶ୍ନ କରିଛନ୍ତି । ଦଳ ପକ୍ଷରୁ କୁହାଯାଇଛି ଯେ, ଗୁରୁବାର ଦିନ ଶ୍ରୀ ନାଡ୍ଡାଙ୍କ କନଜେନ୍ ଉପରେ ଆକ୍ରମଣ କରାଯାଇଥିଲା । ଆକ୍ରମଣରେ ଅନେକ ବିଜେପି ନେତା ଆହତ ହୋଇଥିଲେ । ଏହା ସହ ଗାଙ୍ଗୁଲି କହିଛନ୍ତି ପୁର୍ବରୁ ସିପିଏମ୍ ଲୋକମାନେ ଏଭଳି ସଂଗଠିତ ଅପରାଧ କରୁଥିଲେ । ବର୍ତମାନ ମମତା ଙ୍କ ଟିଏମସି ଲୋକମାନେ ଏହା କରୁଛନ୍ତି । ବିଜେପି ମୁଖ୍ୟ ଜେପି ନଡ୍ଡାଙ୍କୁ ଆକ୍ରମଣ ପରେ ଗୃହ ମନ୍ତ୍ରଣାଳୟ ପଶ୍ଚିବବଂଗର ମୁଖ୍ୟ ଶାସନ ସଚିବଙ୍କୁ ଡ଼କାଯାଇଥିଲା । ଡ଼ିଜିପି ରାଜ୍ୟରେ ଆଇନ୍ ଶୃଙ୍ଗଳା ପରିସ୍ଥିତି ସମ୍ପର୍କରେ ଏମ,ଏଚ,ଏ ପୁର୍ବରୁ ପଶ୍ଚିମବଂଗ ରାଜ୍ୟପାଳ ଜଗଦୀପ ଧନଖରଙ୍କଠାରୁ ରିପୋର୍ଟ ମାଗିଥିଲେ ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0