ରାଉରକେଲା: ଆସନ୍ତା ୨୦୨୩ ବିଶ୍ୱକପ ପାଇଁ ପ୍ରସ୍ତୁତି କାର୍ଯ୍ୟ ଜୋରଦାର ଚାଲିଛି । ଆସନ୍ତା ହକି ବିଶ୍ୱକପ ୨ଟି ସ୍ଥାନ ଯଥାକ୍ରମେ ଭୁବନେଶ୍ୱର ଓ ରାଉରକେଲାରେ ଅନୁଷ୍ଠିତ ହେବ । ରାଜଧାନୀରେ ଭିତ୍ତିଭୂମି ପ୍ରସ୍ତୁତ ଚାଲିଥିବା ବେଳେ ବର୍ତ୍ତମାନ ରାଉରକେଲା ଉପରେ ଅଧିକ ଫୋକସ ରହିଛି । ତେବେ ରାଉରକେଲା ଭିତ୍ତିଭୂମିକୁ ସମୀକ୍ଷା କରିବା ପାଇଁ ରାଜ୍ୟ କ୍ରିଡାମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ଏଫଆଇଏଚ ସଭାପତି ନରିନ୍ଦର ଧ୍ରୁବ ବାତ୍ରା, କ୍ରିଡା ସଚିବ ବିଶାଲ ଦେବ, ନିର୍ଦେଶକ ଭିନିଲ କ୍ରିଷ୍ଣା, ଇଣ୍ଡଷ୍ଟ୍ରିଆଲ ଇନଫ୍ରାଷ୍ଟ୍ରକ୍ଟର ଡେଭଲପମେଣ୍ଟ କର୍ପୋରେଶନ ଅଫ ଓଡିଶାର ପରିଚାଳନା ନିର୍ଦେଶକ ସଞ୍ଜୟ କୁମାର ସିଂହ ଏବଂ ହକି ଇଣ୍ଡିଆର ଅଧିକାରୀମାନେ ରାଉରକେଲାର ଭିତ୍ତିଭୂମି ଅନୁଧ୍ୟାନ କରିଥିଲେ ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0