spot_img

ଦୀର୍ଘ ୮୭ ବର୍ଷ ପୂର୍ବେ ଇଂଲଣ୍ଡ ବିପକ୍ଷରେ ଶତକ କରିଥିଲେ ଏହି କ୍ରିକେଟର

ନୂଆଦିଲ୍ଲୀ: ୧୯୩୩ ମସିହା ଡିସେମ୍ବର ୧୭ ତାରିଖରେ ଭାରତର ପ୍ରଥମ ଖେଳାଳି ଭାବେ କ୍ରିକେଟର ଲାଲା ଅମରନାଥ ପ୍ରଥମ ଶତକ ହାସଲ କରିଥିଲେ । ମାତ୍ର ୨୨ ବର୍ଷ ବୟସରେ ଲାଲା ଅମରନାଥ ଏହି କୀର୍ତ୍ତି ସ୍ଥାପନ କରିଥିଲେ । ମୁମ୍ବାଇର ତତକାଳୀନ ଜିମଖାନା ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଚମକ୍ରାର ବ୍ୟାଟିଂ କରି ୧୧୮ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲେ । ତେବେ ଲାଲା ଅମରନାଥ ମୋଟ ୨୪ ଟି ଟେଷ୍ଟ ମ୍ୟାଚ ଖେଳି ୮୭୮ ରନ ସଂଗ୍ରହ କରିବା ସହିତ ୪୫ ୱିକେଟ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular