ନୂଆଦିଲ୍ଲୀ: ସାରା ବିଶ୍ୱ କରୋନା ସହ ଲଢୁଥିବା ବେଳେ ଏଥିରୁ ବାଦ ପଡିନାହାଁନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ । କିଛି ଦିନ ଧରି ସେ ଅସୁସ୍ଥ ଥିଲେ । ପରେ ସେ ନିଜର କୋଭିଡ ଟେଷ୍ଟ କରିଥିଲେ ଏବଂ ତାଙ୍କ ରିପୋର୍ଟ ପଜେଟିଭ ଆସିଥିଲା । କରୋନାରେ ସଂକ୍ରମିତ ଜଣାପଡିବା ପରେ , ସେ ନିଜ ଆଇସୋଲେଟ୍ କରିଛନ୍ତି । ଏହାସହ ତାଙ୍କ ସହିତ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ସଂଗରୋଧ ଓ କୋଭିଡ଼ ଟେଷ୍ଟ କରାଇନେବାକୁ ଅପିଲ୍ କରିଛନ୍ତି ।
French President #EmmanuelMacron tests positive for #COVID19 pic.twitter.com/4tvPQwQp8U
— DD News (@DDNewslive) December 17, 2020



Visitors Today : 2
Total Visitors : 130168
Total Views : 9891614
Visitors Online Now : 0