ରାଜନଗର: ପେଣ୍ଠବେଳାଭୂମି ଓ ବଗପାଟିଆ ଥଇଥାନର ସ୍ଥିତି ପରଖିଲେ ପାଂଚଜଣିଆ ଟିମ । ରାଜନଗର ବ୍ଲକରେ ପହଂଚି ଜଳସମ୍ପଦ ଓ ଓସଡ଼ମାର ବିଭାଗର ପାଂଚଜଣିଆ ଟିମ ସ୍ଥିତି ପରଖିଛନ୍ତି । । ପ୍ରଥମେ ପେଣ୍ଠ ବେଳାଭୂମିର ଜିଓଟୁ୍ୟବର ଓ ପରେ ସାତଭାୟା ପଂଚାୟତର ବଗପାଟିଆ ଥଇଥାନ ସ୍ଥଳରେ ଅନୁସନ୍ଧାନ କରାଯାଇଛି । ଟିମ ସ୍ଥିତ ପରଖିବା ସମୟରେ ପଦାଧିକାରୀ ଏବଂ ଠିକାଦାର ମାନଙ୍କ ସହିତ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ବାକି ରହିଥିବା କାର୍ଯ୍ୟକୁ ତୂରନ୍ତ ଶେଷ କରିବା ପାଇଁ ସେମାନଙ୍କୁ ନଦେ୍ର୍ଦଶ ଦେଇଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0