ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାରେ ନୂତନ କୃଷି ଆଇନକୁ ଫାଡିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାଗେର୍ଟ କରି ପ୍ରବଳ ବର୍ଷିଥିଲେ । ତାଙ୍କ କହିବା ଅନୁସାରେ, ସରକାର ଆଉ କେତେ ଜୀବନ ନେବେ? ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନରେ ଏପର୍ୟ୍ୟନ୍ତ ପ୍ରାୟ ୨୦ରୁ ଉର୍ଦ୍ଧ୍ବ ଚାଷୀଙ୍କ ଜୀବନ ଯାଇସାରିଲାଣି । ପ୍ରତ୍ୟେକ ଚାଷୀ ଜଣେ ଜଣେ ଭଗତ ସିଂ ଭାବେ ଆନ୍ଦୋଳନ ଜାରି ରଖିଛନ୍ତି । କେଜରିଓ୍ବାଲ କହିଛନ୍ତି ଇଂରେଜମାନଙ୍କ ଠାରୁ ଆହୁରି କୃର ନହୁଅନ୍ତୁ କେନ୍ଦ୍ର ସରକାର ।
किसान नहीं, भाजपा भ्रमित हैं।#KejriwalAgainstFarmBills pic.twitter.com/chnaqyLotV
— AAP (@AamAadmiParty) December 17, 2020



Visitors Today : 2
Total Visitors : 130168
Total Views : 9891613
Visitors Online Now : 0