ଆଡିଲେଡ: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୩୩ ରନ ସଂଗ୍ରହ କରିଛି । ଟସ୍ ଜିତିବା ପରେ ଭାରତ ପ୍ରଥମେ ବ୍ୟାଟିଂ କରିଥିଲା । ତେବେ ଅଧିନାୟକ ବିରାଟ କୋହଲି ୭୪ ଏବଂ ଚେତେଶ୍ୱର ପୂଜାରା ଭାରତ ପାଇଁ ୪୩ ରନ୍ ସଂଗ୍ରହ କରିଥିଲେ।

Visitors Today : 6
Total Visitors : 130175
Total Views : 9891622
Visitors Online Now : 0