spot_img

ମମତାଙ୍କ ଦଳରୁ ପୁଣି ଏକ ବିଧାୟକଙ୍କ ଇସ୍ତଫା

କଲିକତା:ମମତା ବାନାର୍ଜୀଙ୍କ ଟିଏମସି ଦଳର ଜିତେନ୍ଦ୍ର ତିୱାରୀ ନିଜର ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ବିଧାୟକଙ୍କ ଏପରି କରିବା ଦ୍ୱାରା ମମତାଙ୍କୁ ପୁଣି ଏକ ଶକ୍ତ ଝଟକା ମିଳିଛି । ଏଥିସହ ଜିତେନ୍ଦ୍ର ଦୁଇ ଦିନ ପୂର୍ବରୁ ମମତା ବାନାର୍ଜୀଙ୍କ ସରକାରରେ ଥିବା ମନ୍ତ୍ରୀ ଫରହାଦ୍ ହାକିମଙ୍କୁ ଚିଠି ଲେଖି ଆସାନସୋଲରେ ବିକାଶ ଅନୁମତି ଦିଆଯାଉ ନାହିଁ ବୋଲି ଅଭିଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular