spot_img

ବର୍ଷାଙ୍କ ଅଭିଯୋଗର ଉତ୍ତର ରଖିଲେ ଅନୁଭବ

କଟକ: ବର୍ଷା ଅନୁଭବଙ୍କ ବିବାଦ । ଏସ.ଡ଼ି.ଜେ.ଏମ କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି । ବର୍ଷା ପ୍ରିୟଦର୍ଶିନୀ କରିଥିବା ମାମଲା ଉପରେ ରଖିଲେ ଉତ୍ତର । ଓକିଲଙ୍କ ଜରିଆରେ ଅନୁଭବ ଦାଖଲ କଲେ ସତ୍ୟପାଠ ।ଏସଡ଼ିଜେଏମ୍ କୋର୍ଟଙ୍କ ପକ୍ଷରୁ ଅନୁଭବଙ୍କୁ ହୋଇଥିଲା ନୋଟିସ୍ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular