ଆଡିଲେଡ: ପ୍ରଥମ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚରେ ଭାରତ ହାରର ସାମ୍ନା କରିଛି । ଦ୍ୱିତୀୟ ଇନିଂସରେ ମାତ୍ର ୯୦ ରନର ବିଜୟ ଲକ୍ଷ ଦେଇଥିଲା ଭାରତୀୟ ଦଳ । ଏହାର ଜବାବରେ ଘରୋଇ ଦଳ ମାତ୍ର ୯୦ ମିନିଟରେ ୨ ୱିକେଟ ହରାଇ ୯୩ ରନ କରି ମ୍ୟାଚକୁ ନିଜ ନାମରେ କରିଛି । ତେବେ ପ୍ରଥମ ଟେଷ୍ଟ ଜିତିବା ପରେ ଅଷ୍ଟ୍ରେଲିଆ ଦଳ ୧-୦ରେ ଅଗ୍ରଣୀ ରହିଛି ।



Visitors Today : 2
Total Visitors : 130224
Total Views : 9891698
Visitors Online Now : 0