spot_img

ପ୍ରଥମ ଟେଷ୍ଟ ମ୍ୟାଚରେ ହାରର ସାମ୍ନା କରିଛି ଭାରତୀୟ ଦଳ

ଆଡିଲେଡ: ପ୍ରଥମ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚରେ ଭାରତ ହାରର ସାମ୍ନା କରିଛି । ଦ୍ୱିତୀୟ ଇନିଂସରେ ମାତ୍ର ୯୦ ରନର ବିଜୟ ଲକ୍ଷ ଦେଇଥିଲା ଭାରତୀୟ ଦଳ । ଏହାର ଜବାବରେ ଘରୋଇ ଦଳ ମାତ୍ର ୯୦ ମିନିଟରେ ୨ ୱିକେଟ ହରାଇ ୯୩ ରନ କରି ମ୍ୟାଚକୁ ନିଜ ନାମରେ କରିଛି । ତେବେ ପ୍ରଥମ ଟେଷ୍ଟ ଜିତିବା ପରେ ଅଷ୍ଟ୍ରେଲିଆ ଦଳ ୧-୦ରେ ଅଗ୍ରଣୀ ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular