ନୂଆଦିଲ୍ଲୀ: ବିଶ୍ୱଚାମ୍ପିଅନ ପି.ଭି. ସିନ୍ଧୁଙ୍କ ଅନୁରୋଧ ରକ୍ଷା କରିଛି ସ୍ପୋଟରସ ଅଥରିଟି ଅଫ ଇଣ୍ଡିଆ । ଆସନ୍ତା ବର୍ଷ ଆୟୋଜନ ହେବାକୁ ଥିବା ୩ଟି ଟୁର୍ଣ୍ଣାମେଣ୍ଟ ଖେଳିବା ଅବସରରେ ଫିଜିଓ ଓ ଫିଟନେସ ଟ୍ରେନରଙ୍କୁ ନିଜ ସାଥିରେ ଯାତ୍ରା କରିବା ନେଇ ସିନ୍ଧୁ ସ୍ପୋଟରସ ଅଥରିଟି ଅଫ ଇଣ୍ଡିଆକୁ ଅନୁରୋଧ କରିଥିଲେ । ତେବେ ସିନ୍ଧୁଙ୍କ ଏହି ଅନୁରୋଧ ରକ୍ଷା କଲେ ସ୍ପୋଟରସ ଅଥରିଟି ଅଫ ଇଣ୍ଡିଆ । ଏନେଇ ସରକାରଙ୍କୁ ୮ ଲକ୍ଷ ୨୫ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିବ ବୋଲି ସୂଚନା ମିଳିଛି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0