ମୁମ୍ବାଇ: ସଲମାନ ଖାନ ତାଙ୍କର ଆସନ୍ତା ଫିଲ୍ମ ଅନ୍ତିମ ଦ ଫାଇନାଲ ତୃର୍ଥ ପାଇଁ ବେଶ ଚର୍ଚ୍ଚାରେ ଅଛନ୍ତି । ଇତିମଧ୍ୟରେ ଏହି ଫିଲ୍ମର ଫାଷ୍ଟ ଲୁକ ରିଲିଜ ହୋଇଛି । ତେବେ ସଲମାନ ନିଜ ଭେଣେଇ ଆୟୁଷ ଶର୍ମାଙ୍କ ସହିତ ପ୍ରଥମଥର ପାଇଁ ସ୍କ୍ରିନ ସେୟାର କରିଛନ୍ତି । ଏହି ସିନରେ ସଲମାନ ନିଜ ଭିଣେଇଙ୍କ ସହ ଫାଇଟ ସିନ କରୁଥିବାର ଦେଖିବା ପାଇଁ ମିଳିଥିଲା । ଅନ୍ୟପଟେ ଏହି ଫିଲ୍ମର ନିର୍ଦେଶନା ଦେଇଛନ୍ତି ମହେଶ ମାଂଜରେକର ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0