ଭୁବନେଶ୍ୱର: ସରପଞ୍ଚ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଦେବେ ସମ୍ପତ୍ତି ତାଲିକା । ତୃଣମୂଳ ସ୍ତରର କର୍ମୀଙ୍କ ମତାମତ ନେଇ ଏଥର ଚାଲିବ ଦଳ ଓ ସରକାର। ଆଜି ବିଜେଡି ରାଜ୍ୟ ପରିଷଦ ବୈଠକରେ ଏଭଳି ନୂଆ ଫଣ୍ଡା ଧରାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ରାଜ୍ୟ ସ୍ତରରେ ଯାହାସବୁ ନିଷ୍ପତ୍ତି ନିଆଯାଉଛି ତାହା ତୃଣମୂଳ ସ୍ତରରେ କାର୍ୟ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। ଦୁର୍ନୀତି ଦେଶର ସବୁଠାରୁ ବଡ଼ ଶତ୍ରୁ। ତେଣୁ ଦୁର୍ନୀତି ବିରୋଧରେ ଆମର ଲଢ଼େଇ ରାଜ୍ୟବାସୀଙ୍କ ବିଶ୍ବାସ ଜିତିଛି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0