ପୁରୀ: ପୁରୀ ଗସ୍ତରେ ସ୍ଥଳ ସେନା ବିଭାଗର ଲେଫ୍ଟନାଣ୍ଟ ଜେନେରାଲ ସତିନ୍ଦର କୁମାର ସଇନି । ପୁରୀରେ ଭାରତୀୟ ସ୍ଥଳ ସେନା ବିଭାଗର ଲେଫ୍ଟନାଣ୍ଟ ଜେନେରାଲ ସତିନ୍ଦର କୁମାର ସଇନି। ପରିବାର ସହ ସେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରୁ ପତିତପାବନଙ୍କ ଦର୍ଶନ କରିଛନ୍ତି।ଲେଫ୍ଟନାଣ୍ଟ ଜେନେରାଲ ସତିନ୍ଦର କୁମାର ସଇନି ଶ୍ରୀମନ୍ଦିର ନିକଟରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ଭଵତାରଣ ସାହୁ ତାଙ୍କୁ ସ୍ବାଗତ କରିଥିଲେ। ଅରୁଣସ୍ତମ୍ଭ ନିକଟରୁ ସେ ପତିତପାବନଙ୍କୁ ଦର୍ଶନ କରିଥିଲେ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0