ଭୁବନେଶ୍ୱର: ବହୁଦିନର ଅପେକ୍ଷାର ଅନ୍ତ ଘଟିଛି । ଏଥର ଦେଶବାସୀଙ୍କୁ ମିଳିବ ପ୍ରଥମ ସ୍ୱଦେଶୀ କରୋନା ଟିକା । କୋଭାକ୍ସିନକୁ ଜରୁରିକାଳୀନ ପ୍ରୟୋଗ ପାଇଁ ଅନୁମତି ମିଳିଛି । ଏନେଇ ଭାରତ ବୈୟୋଟିକକୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଟୁଇଟ୍ କରି ଅଭିନନ୍ଦନ ଜଣାଇଲେ ନବୀନ ପଟ୍ଟନାୟକ । SEC ଅନୁମତି ଦେଶରେ ଟିକାକରଣ ପ୍ରକ୍ରିୟାକୁ ସଶକ୍ତ କରିବ ବୋଲି କହିଛନ୍ତି ନବୀନ । ଭାରତ ବାୟୋଟେକ୍ ଓ ଆଇସିଏମ୍ଆର ଦ୍ୱାରା ପ୍ରସ୍ତୁତ ହୋଇଛି କୋଭାକ୍ସିନ । ଦ୍ୱିତୀୟ ଟିକା ଭାବେ କୋଭାକ୍ସିନକୁ ଅନୁମତି ମିଳିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0