ଝାରସୁଗୁଡା : ଜାନୁଆରୀ ଶେଷ ସୁଦ୍ଧା ଓଡିଶାରେ କରୋନା ଟିକା ପହଞ୍ଚିବ । ଏହା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । କୋଭିଡ୍ ଟିକା ଆସିବା ପୂର୍ବରୁ ଡ୍ରାଏ ରନ୍ ଶେଷ ହୋଇଛି ଓ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ପ୍ରଥମେ କରୋନା ଯୋଦ୍ଧାଙ୍କୁ ଦିଆଯିବା ପରେ ୬୦ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ମାଗଣାରେ ଟିକା ଦିଆଯିବ ବୋଲି କହିବା ସହ ଅନ୍ୟମାନଙ୍କ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଏସଓପି ଅନୁସାରେ ଟିକାକରଣ କରାଯିବ ବୋଲି ମନ୍ତ୍ରୀ କହିବା ସହ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ଚାଲୁ ରହିଛି କହିଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0