spot_img

କରୋନାରେ ସଂକ୍ରମିତ ହେଲେ ସୁମୋ ରେସଲର

ଟୋକିଓ: ସୁମୋ ରେସଲର ହାକୁହୋ କରୋନାରେ ସଂକ୍ରମୀତ ହୋଇଛନ୍ତି । ତେବେ ମଙ୍ଗୋଲିଆରେ ଜନ୍ମିତ ଏହି ୩୫ ବର୍ଷୀୟ ସୁମୋ ରେସଲର ଟୋକିଓଠାରେ ଆରମ୍ଭ ହୋବାକୁ ଥିବା ନୁ୍ୟ ଇୟର ଗ୍ରାଣ୍ଡ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତ ହେଉଥିଲେ । ଏହି ଅଲିମ୍ପିକ୍ସ ପରେ ସେ ଅବସର ନେବାକୁ ଯୋଜନା କରିଥିବାର ସୂଚନା ମିଳିଛି । ଅନ୍ୟପଟେ ହାକୁହୋ ରେକର୍ଡ ୪୪ ଚାମ୍ପିୟନଶିପ ଜିତିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular